ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ

ରଙ୍ଗରୁଟ୍‌ରେ ଇଣ୍ଟରସେପ୍ଟର୍‌, ଜରିମାନା ଆଦାୟ କରିବ କିଏ? ଭୁବନେଶ୍ବର : ଜାତୀୟ ରାଜପଥରେ ରଙ୍ଗରୁଟ୍‌ରେ ଗଲେ କିମ୍ବା ନିର୍ଦ୍ଧାରିତ ଠାରୁ ଗାଡ଼ିର ବେଗ ଟିକିଏ ଅଧିକ ବଢ଼ି‌ଗଲେ, କୋସେ ଦୂରରେ ଥିବା ଇଣ୍ଟରସେପ୍ଟର୍‌ କ୍ୟାମେରା ଧରି ପକାଏ। ଗାଡ଼ି ଚାଳକଙ୍କ ମୋବାଇଲ୍‌କୁ ସାଙ୍ଗେ ସାଙ୍ଗେ ଚାଲାଣ ମେସେଜ୍‌ ଚାଲି ଆସେ। କିନ୍ତୁ ଜରିମାନା କାଟୁଥିବା ଏହି ଗାଡ଼ି ଯଦି ଦ୍ରୁତ ଗତିରେ ରଙ୍ଗରୁଟ୍‌‌‌ରେ ଯାଏ, ତେବେ ତା’ର ଚାଲାଣ କିଏ … Continue reading ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ